ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

bhajan lal sharma new cm in rajasthan

Dec 12, 2023 - 11:49
Dec 12, 2023 - 11:56
 7
ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା। ଛତିଶଗଡ଼,ମଧ୍ୟପ୍ରଦେଶ ପରେ ବିଜେପି ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡରେ ବସୁନ୍ଧରା ରାଜେଙ୍କଠାରୁ ଯୋଗୀ ବାଳକନାଥଙ୍କ ନାମ ସାମିଲ ଥିଲା ।  ସୂଚନାଯୋଗ୍ୟ ୟେ, ପ୍ରଥମ ଥର ପାଇଁ ଭଜନଲାଲ ବିଧାନସଭା ନିର୍ବାଚନ ଲଢିଥିଲେ ।