୫ଟି ଟ୍ରେନ୍‌‌ ପୁଣି ବାତିଲ୍‌‌

୫ଟି ଟ୍ରେନ୍‌‌ ପୁଣି ବାତିଲ୍‌‌

Oct 31, 2023 - 12:11
 7
୫ଟି ଟ୍ରେନ୍‌‌ ପୁଣି ବାତିଲ୍‌‌

ନବୀନ ଓଡିଶା ବ୍ଯୂର(ଭୁବନେଶ୍ୱର) : ଟ୍ରେନ୍‌‌ ଦୁର୍ଘଟଣା ପରେ ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯାଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ଲିଙ୍କ୍‌‌ ରେକ୍‌‌ ଓ ଟାଇମ୍‌‌ ଆଡଜଷ୍ଟ ପାଇଁ ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁମ୍ବଇରୁ ଆଜି ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ, ୨ ତାରିଖରେ ଭୁବନେଶ୍ୱର ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଏହାସହ ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ, ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା ଚେନ୍ନାଇ ସୁପରଫାଷ୍ଟ, ଆଜି ହାୱଡାରୁ ଛାଡିବାକୁ ଥିବା ହାୱଡା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ୍‌‌ କରାଯାଇଛି।