ବାଘ ପାଦ ଚିହ୍ନ ଠାବ ହେଲା ଡିମିରିପଙ୍କାଳ ଜଙ୍ଗଲରେ
Tiger Spotted In mohana Forest
ଗଜପତି ୧୪/୧୨ : ବୁଧୁବାର ସକାଳ ସମୟରେ ଗ୍ରାମବାସୀ ଙ୍କ ଠାରୁ ବାଘ ବୁଲୁଥିବା ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜଣେ ବ୍ୟକ୍ତି ମକା ବାଡ଼ ରେ ମଞ୍ଚା ଉପରେ ବାଡ଼ ଜଗିଥିବା ବେଳେ ବାଘ କୁ ଦେଖିଥିବା ଜଣାପଡିଛି । ତେଵେ ବାଘ ଟି କେଉଁ ପ୍ରଜାତିର ତାହା ସ୍ୱଷ୍ଟ ହୋଇପାରିନି । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ବାଘ ର ସୁରକ୍ଷା ପ୍ରତି ପ୍ରକ୍ରିୟା ଆରମ୍ଭ ହୋଇଛି ।
