ଛତିଶଗଡ଼ର ମୁଖ୍ଯ଼ମନ୍ତ୍ରୀ ହେବେ ବିଷ୍ଣୁ ଦେଓ ସାଇ

Vishnu Deo Sai Set To Be Chief Minister of Chhattisgarh

Dec 10, 2023 - 10:54
 10
ଛତିଶଗଡ଼ର ମୁଖ୍ଯ଼ମନ୍ତ୍ରୀ ହେବେ ବିଷ୍ଣୁ ଦେଓ ସାଇ

ଜାଗ୍ରତ 24 NEWS :  କଳ୍ପନାଜଳ୍ପନାର ଅବସାନ ଘଟାଇ ବିଷ୍ଣୁଦେବ ସାଏ ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ବାଜିଛି ମୋହର । ବିଜେପିର ରାଜ୍ୟ ସଭାପତି ଥିଲେ ବିଷ୍ଣୁଦେବ ସାଏ ।