ତମାଖୁ ବିଜ୍ଞାପନ ପାଇଁ ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ନୋଟିସ୍

SHARUKH KHAN AKSHYA KUMAR AJAYA DEVGAN NOTICE

Dec 10, 2023 - 08:06
 11
ତମାଖୁ ବିଜ୍ଞାପନ ପାଇଁ  ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ନୋଟିସ୍

ଜାଗ୍ରତ ୨୪ News :   BOLLYWOOD ର  ତିନି ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ଅଡୁଆରେ । ତମାଖୁ କମ୍ପାନୀ ଲାଗି ପ୍ରଚାର କରିଥିବା ଅଭିଯୋଗରେ ତିନି ଜଣଙ୍କୁ ନୋଟିସ୍ । ନୋଟିସ ଜାରି କଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯଇଥିଲା I