କୁବେର ଧୀରଜ ସାହୁଙ୍କ ଘରେ ଚାଲିଛି ସୁନା ଖୋଜା
investigation continue with scanning machine in dhiraj sahus house
ରାଞ୍ଚି ୧୪/୧୨ : କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜୁଛି ଆୟକର ବିଭାଗ । ଆୟକର ବିଭାଗର ୧୨ ଜଣିଆ ଟିମ କରୁଛନ୍ତି ଛାନଭିନ୍ । ଟିମ୍ ସାଙ୍ଗରେ ନେଇଥିବା ଜିଓ ସର୍ଭିଲାନ୍ସ ସିଷ୍ଟମରେ ତଦନ୍ତ ଜାରି ରଖିଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ ।ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ ।
