ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୦ରୁ

matric exam february 20th

Dec 13, 2023 - 11:13
 5
ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୦ରୁ

କଟକ: ଚଳିତ ବର୍ଷ  ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  । ଦଶମ ବୋର୍ଡ ପରୀକ୍ଷା ନେଇ ପ୍ରେସମିଟ୍ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା ୫ଲକ୍ଷ ୫୧ହଜାର ୬୫୧ଜଣ ଫର୍ମ ଫିଲ୍-ଅପ୍ କରିଛନ୍ତି ।  ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ରହିବ ସିସିଟିଭି ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି । 

କାର୍ଯ୍ୟସୂଚୀ 

ଫେବୃୟାରୀ ୨୦ରେ ସାହିତ୍ୟ ପରୀକ୍ଷା I

ଫେବୃୟାରୀ ୨୩ ଇଂରାଜୀ  I

ଫେବୃୟାରୀ ୨୬ରେ ଗଣିତ   I

ଫେବୃୟାରୀ ୨୮ରେ ହିନ୍ଦୀ / ସଂସ୍କୃତ   I

ଫେବୃୟାରୀମାର୍ଚ୍ଚ ୨ରେ ବିଜ୍ଞାନ  I

ଫେବୃୟାରୀ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।