ଆଜି ବିରାଟ କୋହଲି ଓ ଅନୁଷ୍କା ଶର୍ମା କ ବିବାହ ବାର୍ଷିକ
virat kohali and anuska sharma anniversery
ଜାଗ୍ରତ 24 News : ଆଜି ଭାରତ ର ଉଦୀୟମାନ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ପୁରିଛି ୬ ବର୍ଷ । ୨୦୧୭ ମସିହା ଡିସେମ୍ବର ୧୭ ତାରିଖରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ହେଉଛି ଏହି ଦୁଇ ସେଲିବ୍ରେଟି ଦମ୍ପତ୍ତିଙ୍କ ବିବାହ ବାର୍ଷିକ I ବିଶ୍ବକପ ପରେ ଏହି ଦମ୍ପତ୍ତି ଏବେ ବିଦେଶରେ ଛୁଟି କାଟୁଛନ୍ତି ।
