ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ବର୍ଷା ପାଇଁ ବାତିଲ ହେଲା

india south africa T-20 series

Dec 11, 2023 - 07:12
 9
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ବର୍ଷା ପାଇଁ ବାତିଲ ହେଲା

 ଜାଗ୍ରତ 24 News : ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବର୍ଷା ସାଜିଲା ବାଧକ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବାକୁ ଥିଲା । ବର୍ଷା କାରଣରୁ ଟସ ପଡ଼ିବାରେ ବିଳମ୍ବ ହୋଇଥିଲା । ଆଉଟ୍ ଫିଲ୍ଡ ଶୁଖି ନଥିବାରୁ ଶେଷରେ ମ୍ୟାଚ ବାତିଲ କରାଯାଇଛି ।